Dictionaries | References

ପାସଙ୍ଗ

   
Script: Odia

ପାସଙ୍ଗ

ori.wordnet.indo | Oriya  Oriya |   | 
 noun  ତରାଜୁର ଦଣ୍ଡୀ ବା ଓଜନକୁ ସମାନ କରିବା ନିମନ୍ତେ ଉଠି ପଡ଼ୁଥିବା ପଲା ଉପରେ ରଖା ଯାଉଥିବା କୌଣସି ଓଜନିଆ ପଦାର୍ଥ   Ex. ଦୋକାନୀ ଜିନିଷ ଓଜନ କରିବା ସମୟରେ ପାସଙ୍ଗ ପକାଇ ନଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
benবাটকারা
gujધડો
hinपासंग
kanತೂಕದ ಬೊಟ್ಟು
marपासंग
panਪਾਸੰਗ
tamதராசு முள்
telదాళా
urdپاسنگ , حقیرسی چیز , بےوزن
 noun  ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା   Ex. ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା
ONTOLOGY:
शारीरिक अवस्था (Physiological State)अवस्था (State)संज्ञा (Noun)
SYNONYM:
ଭାରସାମ୍ୟ ସନ୍ତୁଳନ
Wordnet:
asmসন্তুলন
bdसमानथाय
gujધડો
hinसंतुलन
kanತೂಕ
kokसंतुळण
mniꯆꯥꯡ꯭ꯃꯥꯟꯅꯅ꯭ꯊꯝꯕ
telసరితూకం
 noun  ଲକ୍ଷଣାର୍ଥଦ୍ୱାରା କାହାରି ଯୋଗ୍ୟତାର ତୁଳନାରେ ବହୁତ କମ ହେବାର ଅବସ୍ଥା ବା ଭାବ   Ex. ଆଜିପର୍ଯ୍ୟନ୍ତ ମୁଁ ଯେତେସବୁ ମନ୍ଦିର ଦେଖିଛି କୌଣସି ମନ୍ଦିର ଏହି ମନ୍ଦିରର ପାସଙ୍ଗରେ ଆସିବ ନାହିଁ
ONTOLOGY:
अवस्था (State)संज्ञा (Noun)
SYNONYM:
ତୁଲ୍ୟ ସମାନ ସାଦୃଶ୍ୟ
Wordnet:
gujપાસંગ
panਪਾਸਕੂ
urdپاسنگ , پسنگا , پاسنگھ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP