କାହାରି ଧୋକାବାଜିରେ ପଡ଼ିବାର ପ୍ରକ୍ରିୟା
Ex. ଠକ ପଣ୍ଡିତଙ୍କ ଫାନ୍ଦରେ ପଡ଼ି ସୋହନ ହଜାର ହଜାର ଟଙ୍କା ହରେଇଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdफोन्दो
kanಮೋಸ
kokभानगड
marजाळे
mniꯂꯧꯅꯝ ꯂꯥꯡ
telచుట్టూ తిరుగుట
urdپھیر , چکر , فریب
ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
Ex. ତୁମରି ଫାନ୍ଦରେ କେହିବି ଫସିଯିବ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଫାଶ ଜାଲ ଚାଲ୍ କୌଶଳ