Dictionaries | References ବ ବ୍ରତ Script: Odia Meaning Related Words ବ୍ରତ ori.wordnet.indo | Oriya Oriya Rate this meaning Thank you! 👍 noun ପୁଣ୍ୟ ବା ଧାର୍ମିକ ଅନୁଷ୍ଠାନପାଇଁ ନିୟମପୂର୍ବକ ରହି କିଛି ଧାର୍ମିକ କୃତ୍ୟ, ଉପବାସ ଆଦି କରିବା ପ୍ରକ୍ରିୟା Ex. ସେ ପ୍ରତି ଶନିବାର ଦିନ ହନୁମାନଙ୍କ ବ୍ରତ ପାଳନ କରନ୍ତି HYPONYMY:ମୌନ ଉପବାସ ଚାନ୍ଦ୍ରାୟଣ ବ୍ରତ ମହାସାନ୍ତପନ ବ୍ରତ ଦିଶାବକାଶବ୍ରତ ମନ୍ଦାରଷଷ୍ଠୀ ପ୍ରଦୋଷ-ବ୍ରତ ସୋମାୟନ ଶୁଭବ୍ରତ ଜିଉନ୍ତିଆ ସୌଭାଗ୍ୟବ୍ରତ ସୌରନକ୍ତ ଅଜାମ୍ବିକା ବ୍ରତ ସାବିତ୍ରୀବ୍ରତ ସୁନାମଦ୍ୱାଦଶୀ ବ୍ରତ ଅର୍କବ୍ରତ ଅଶୂନ୍ୟଶୟନବ୍ରତ ONTOLOGY:सामाजिक कार्य (Social) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଓଷାWordnet:benব্রত kanವ್ರತ kasوَرتھ kokव्रत malവ്രതം mniꯆꯔꯥ꯭ꯍꯦꯟꯕ panਵਰਤ sanव्रतम् tamவிரதம் telవ్రతం urdروزہ , صوم See : ସାଧନା, ସଂକଳ୍ପ, ପୂଜାବିଧି Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP