ଏକ ପ୍ରକାରର ବଲ ଯାହାକୁ ହାତରେ ଜାଲ ଉପର ଦେଇ ମାରି ଅନ୍ୟ ଦଳରେ ପକାଯାଏ
Ex. ଦୁଇ ଦଳର ଖେଳାଳିମାନେ ଉତ୍ତମ ଖେଳ ପ୍ରଦର୍ଶନକରି ଭଲିବଲକୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ତଳେ ପଡ଼ିବାକୁ ଦେଲେନାହିଁ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujવૉલીબૉલ
hinवॉलीबॉल
kokवॉलिबॉल
malവോളിബാൾ
panਬਾਲੀਬਾਲ
tamவாலிபால்
telవాలీబాల్
urdوالی بال , بالی وال
ଯେଉଁ ଖେଳରେ ବଲକୁ ହାତରେ ଖେଳାଯାଇ ଜାଲ ଉପର ଦେଇ ଅନ୍ୟ ଦଳରେ ପକାଯାଇଥାଏ
Ex. ପଡ଼ିଆରେ ପିଲାମାନେ ଭଲିବଲ ଖେଳୁଛନ୍ତି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benভলিবল
gujવૉલીબૉલ
marव्हालिबॉल
urdوالی بال , بالی بال