Dictionaries | References

ମାଇଲେଜ

   
Script: Odia

ମାଇଲେଜ     

ori.wordnet.indo | Oriya  Oriya
noun  ମାଇଲରେ ମପା ଯାଉଥିବା ଲମ୍ବ ବା ଦୂରତା   Ex. ସେ ମାଇଲେଜକୁ କିଲୋମିଟରରେ ଜାଣିବାକୁ ଚାହୁଁଛି
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benমাইলেজ
gujમાઇલેજ
hinमाइलेज
kanಮೈಲಿ ದೂರ
kasمایلیج
kokमायलेज
marमायलेज
panਮਾਇਲੇਜ
noun  କୌଣସି ନିର୍ଦ୍ଦିଷ୍ଟ ସମୟରେ ମାଇଲରେ ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ଦୂରତା   Ex. ପ୍ରତ୍ୟେକ ବ୍ୟକ୍ତିର ମାଇଲେଜ ଅଲଗା ଅଲଗା ହୋଇଥାଏ
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kanಮೈಲೆಜ್
marमायलेज
noun  ଦିଆଯାଇଥିବା ଇନ୍ଧନ ମାତ୍ରାରେ କୌଣସି ମୋଟରଗାଡି ଦ୍ବାରା ମାଇଲରେ ସ୍ଥିର କରା ଯାଇଥିବା ଦୂରତା   Ex. ଏହି କାରର ମାଇଲେଜ ପୁରୁଣା କାରର ମାଇଲେଜର ଦୁଇଗୁଣା
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kanಮೈಲೇಜ್
malമൈലേജ്
noun  କୌଣସି କାର୍ଯ୍ୟ,ଉପଯୋଗ ବା ସ୍ଥାୟିତ୍ବକୁ ମାଇଲରେ ସ୍ଥିରୀକୃତା ଦୂରତା ମାପ   Ex. ଏହି ଟାୟାର ବହୁତ ଭଲ ମାଇଲେଜ ଦେବ
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
gujમાઈલેજ
kanಮೈಲೇಜು

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP