ଯେ ନିଜର ଇନ୍ଦ୍ରିୟମାନଙ୍କୁ ବଶ କରିପାରିଛି
Ex. ସେ ଗୃହସ୍ଥ ହୋଇବି ଯତି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ବ୍ରହ୍ମାଙ୍କର ଜଣେ ପୁତ୍ର
Ex. ଯତିଙ୍କ ଉଲ୍ଲେଖ ଭାଗବତରୁ ଆସିଛି
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ନହୁଷଙ୍କର ଜଣେ ପୁତ୍ର
Ex. ପୁରାଣରେ ଯତିଙ୍କ ବର୍ଣ୍ଣନା ଅଛି
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଛପ୍ପୟ ଛନ୍ଦର ଗୋଟିଏ ଭେଦ
Ex. ଯତିରେ ପାଞ୍ଚଟି ଗୁରୁ ଏବଂ ଏକ ଶହ ବୟାଳିଶଟି ଲଘୁ ମାତ୍ରା ଅବା କାହା କାହା ଅନୁସାରେ ପାଞ୍ଚଟି ଗୁରୁ ଓ ଏକ ଶହ ଛତିଶଟି ଲଘୁ ମାତ୍ରା ଥାଏ
ONTOLOGY:
संकल्पना (concept) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଶାଳକ ରାଗର ଗୋଟିଏ ଭେଦ
Ex. ଗାୟକ ଯତି ଗାଉଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ମୃଦଙ୍ଗର ଏକ ପ୍ରକାରର ପ୍ରବନ୍ଧ ବା ବୋଲ
Ex. ଯତି ଯୋଗୁଁ ନର୍ତ୍ତକୀର ଚରଣ ଚଳଚଞ୍ଚଳ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)