Dictionaries | References ର ରତ୍ନ Script: Odia Meaning Related Words ରତ୍ନ ori.wordnet.indo | Oriya Oriya Rate this meaning Thank you! 👍 noun ବହୁମୂଲ୍ୟ ଚମକୁଥିବା ଖଣିଜ ପଦାର୍ଥ ଯାହା ଆଭୂଷଣଆଦିରେ ଲଗାଯାଏ Ex. ହୀରା, ନୀଳା, ମୋତିଆଦିକୁ ରତ୍ନରେ ଗଣାଯାଏ HOLO MEMBER COLLECTION:ରତ୍ନମାଳା ରତ୍ନ HYPONYMY:ମୁକ୍ତା ପ୍ରବାଳ ବୈଦୂର୍ଯ୍ୟ ମଣି ମାଣିକ ବହୁମୂଲ୍ୟ ରତ୍ନ ଶସ୍ତାରତ୍ନ ଗୋମେଦ ମଥାମଣି ପରଶ ମଣି ମର୍କତ ମଣି କୌସ୍ତୁଭ ମଣି ଚନ୍ଦ୍ରକାନ୍ତ ମଣି ଭୀଷ୍ମମଣି ବାଁବାଛୋଡ଼ୀ ପାଲଙ୍କ ଲାଲଡ଼ୀ ରତ୍ନ ଦୁଗ୍ଧାକ୍ଷ ହାତୀ ନାଗମଣି ପାଟଲୋପଲ ରାଜାବର୍ତ୍ତ ବୁନ୍ଦା ଫୀରୋଜା ଅମ୍ବର ମୀନା ଉଲୂକମଣି ମାସର ମଣି ଘୃତମଣି ତେଲମଣି ଭୀଷ୍ମକମଣି ଉପଳକ ମଣି ହକୀକ ରତ୍ନ ମଣି ଚିନ୍ତାମଣି ରତ୍ନ ଆବର୍ତ୍ତ ସ୍ୟମନ୍ତକ ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ରତନWordnet:asmৰত্ন bdरत्न benরত্ন gujરત્ન hinरत्न kanರತ್ನ kasنگ , رَتَن kokरत्न malരത്നക്കല്ലു് marरत्न mniꯔꯇꯅ꯭ panਰਤਨ sanमणिः tamரத்தினம் urdجواہر , نگینہ , نگ noun ହୀରା, ମୋତିଆଦି ରତ୍ନସମୂହ Ex. ରାଜମୁକୁଟରେ ଅନେକ ରତ୍ନ ଖଚିତ ହୋଇଛି MERO MEMBER COLLECTION:ରତ୍ନ ONTOLOGY:समूह (Group) ➜ संज्ञा (Noun)Wordnet:asmৰত্নমণিক benজহরত gujઝવેરાત hinजवाहिरात kasلال kokमाणीकमोतीं malനവരത്നങ്ങൾ marजवाहीर mniꯁꯥꯅ ꯂꯨꯄꯥ panਜਵਾਹਰਾਤ sanरत्नम् tamரத்தினக்கல் urdجواہرات noun ଯେ ନିଜ ଜାତି,ବର୍ଗ ଆଦି ଆଡୁ ବହୁତ ଭଲ ବା ଆଗୁଆ ଥାଏ Ex. ତାଜମହଲକୁ ଇସଲାମୀ କଳାର ରତ୍ନ ବୋଲି ବିଚାର କରାଯାଏ ONTOLOGY:गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:gujરત્ન kasرَتَن malമകുടോദാഹരണം Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP