Dictionaries | References ର ରାଣୀ Script: Odia Meaning Related Words Rate this meaning Thank you! 👍 ରାଣୀ ori.wordnet.indo | Oriya Oriya | | noun ରାଜଙ୍କ ପତ୍ନୀ Ex. ରାଜା ଦଶରଥଙ୍କର ତିନି ରାଣୀ ଥିଲେ / ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ HYPONYMY:ପାଟରାଣୀ ସାମ୍ରାଜ୍ଞୀ ଯୁବରାଣୀ କୈକେୟୀ ସୁମିତ୍ରା ନୂରଜାହାଁ ମୁମତାଜ ମହଲ ଜାରୀନା ଇନ୍ଦୁମତୀ ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ରାଜ୍ଞୀ ମହିଷୀ ମଲ୍ଲିକା ରାଜପତ୍ନୀ ନୃପ ବଲ୍ଲଭା ବେଗମ୍Wordnet:asmৰাণী benরানী gujરાણી hinरानी kanರಾಣಿ kasماہرٲنۍ , رٲنۍ , پادشاہ باے kokराणी malറാണി marराणी mniꯂꯩꯃꯔꯦꯟ nepरानी panਰਾਣੀ sanराज्ञी tamஇராணி telరాణి urdملکہ , رانی , بیگم , شاہ بیگم , بادشاہ بیگم , سلطانہ noun କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା Ex. ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ HYPONYMY:ଲକ୍ଷ୍ମୀବାଈ ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ରାଜ୍ଞୀ ଶାସିକାWordnet:benরানী hinरानी kasرٲنۍ , پادشاہ باے malറാണി mniꯔꯥꯅꯤ nepरानी panਰਾਣੀ telరాణి urdآزاد , خود مختار , با اختیار , بے قید , بے غم , noun ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ Ex. ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ମଲ୍ଲିକାWordnet:gujરાણી kanರಾಣಿ kasبادشاہ باے kokरानी sanराज्ञी See : ସାମ୍ରାଜ୍ଞୀ, ବେଗମ୍, ବାଦଶାହା Related Words ରାଣୀ ରାଣୀ ଲକ୍ଷ୍ମୀବାଈ राणी रानी राज्ञी रानि இராணி రాణి ৰাণী রানী ਰਾਣੀ રાણી റാണി ರಾಣಿ world-beater queen regnant female monarch queen ନୃପ ବଲ୍ଲଭା ମହିଷୀ ରାଜପତ୍ନୀ ଶାସିକା ମଲ୍ଲିକା king ବେଗମ୍ ରାଜ୍ଞୀ ଝାସଦେବା ଆମ୍ବଚାରା ପ୍ରଶାସିକା ପୌରୁଷେୟ ବୀରତ୍ୱ ବୀରାଙ୍ଗନା ବେଗମୀ କୈକେୟୀ କୌଶଲ୍ୟା ମସୁରୀ ଯୁଦ୍ଧ କରିବା ଲକ୍ଷ୍ମୀବାଈ ଝାନ୍ସୀ ତଦ୍ଭବ ଦଳ ନାୟିକା ଦ୍ୱନ୍ଦ ସମାସ ଶାସନ ବ୍ୟବସ୍ଥା ଖଣ୍ଡା ବାଦଶାହା હિલાલ્ શુક્લ પક્ષની શરુના ત્રણ-ચાર દિવસનો મુખ્યત ନବୀକରଣଯୋଗ୍ୟ ନୂଆ ବା વાહિની લોકોનો એ સમૂહ જેની પાસે પ્રભાવી કાર્યો કરવાની શક્તિ કે સર્જરી એ શાસ્ત્ર જેમાં શરીરના ન્યાસલેખ તે પાત્ર કે કાગળ જેમાં કોઇ વસ્તુને બખૂબી સારી રીતે:"તેણે પોતાની જવાબદારી ਆੜਤੀ ਅਪੂਰਨ ਨੂੰ ਪੂਰਨ ਕਰਨ ਵਾਲਾ బొప్పాయిచెట్టు. అది ఒక लोरसोर जायै जाय फेंजानाय नङा एबा जाय गंग्लायथाव नङा:"सिकन्दरनि खाथियाव पोरसा गोरा जायो आनाव सोरनिबा बिजिरनायाव बिनि बिमानि फिसाजो एबा मादै भाजप भाजपाची मजुरी:"पसरकार रोटयांची भाजणी म्हूण धा रुपया मागता नागरिकता कुनै स्थान ३।। कोटी ঁ ۔۔۔۔۔۔۔۔ ۔گوڑ سنکرمن ॐ 0 ० 00 ૦૦ ୦୦ 000 ০০০ ૦૦૦ ୦୦୦ 00000 ০০০০০ 0000000 00000000000 00000000000000000 000 பில்லியன் 000 மனித ஆண்டுகள் 1 १ ১ ੧ ૧ ୧ 1/16 ರೂಪಾಯಿ 1/20 1/3 ૧।। 10 १० ১০ ੧੦ ૧૦ ୧୦ ൧൦ 100 ۱٠٠ १०० ১০০ ੧੦੦ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP