ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
Ex. ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kokपावस
marलोंढा
mniꯋꯥꯍꯩꯄꯔꯦꯡꯁꯤꯡ
urdدھار , بہاؤ
ବୈଦ୍ୟଶାସ୍ତ୍ରାନୁସାରେ ଶରୀରରେ ପୁରୁଷମାନଙ୍କ ନଅ ଏବଂ ସ୍ତ୍ରୀମାନଙ୍କର ଏଗାରଟି ରନ୍ଧ୍ର ବା ଦ୍ବାର ଥାଏ
Ex. ଶରୀରରେ ସ୍ରୋତଦ୍ବାରା ପ୍ରାଣ, ଅନ୍ନ, ଜଳ, ରସ, ରକ୍ତ, ମାଂସ, ମେଦ, ମଳ, ମୂତ୍ର, ଶୁକ୍ର ଏବଂ ଋତୁଚକ୍ରର ସଞ୍ଚାର ହୋଇଥାଏ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujસ્રોત
malശരീര ദ്വാരങ്ങള്
sanस्रोतः