-
noun ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
Ex. ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
-
noun ବୈଦ୍ୟଶାସ୍ତ୍ରାନୁସାରେ ଶରୀରରେ ପୁରୁଷମାନଙ୍କ ନଅ ଏବଂ ସ୍ତ୍ରୀମାନଙ୍କର ଏଗାରଟି ରନ୍ଧ୍ର ବା ଦ୍ବାର ଥାଏ
Ex. ଶରୀରରେ ସ୍ରୋତଦ୍ବାରା ପ୍ରାଣ, ଅନ୍ନ, ଜଳ, ରସ, ରକ୍ତ, ମାଂସ, ମେଦ, ମଳ, ମୂତ୍ର, ଶୁକ୍ର ଏବଂ ଋତୁଚକ୍ରର ସଞ୍ଚାର ହୋଇଥାଏ
-
See : ସୁଅ, ସମ୍ବଳ
Site Search
Input language: