ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା
Ex. ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
panਅਭਿਸ਼ੇਕ
sanअभिषेचनम्
tamஅபிஷேகம்
urdابھیشیک
ଯଜ୍ଞ ପରେ ଶାନ୍ତି ନିମିତ୍ତ ସ୍ନାନ
Ex. ଅଭିଷେକ ହୋଇସାରିଛି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା
Ex. ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kokअभिशेक
marशिवलिंगाप्रती अभिषेक
sanअभिषेकः
ମୂର୍ତ୍ତି ସ୍ନାନ କରାଇବାର ଯେଉଁ ଧାର୍ମିକ କାର୍ଯ୍ୟରେ ଅର୍ପଣ ଆଦି ବି ହୁଏ
Ex. ଅଭିଷେକ ପରେ ପ୍ରସାଦ ବିତରଣ ହେବ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
marस्नानोत्तर अर्पणविधी
sanप्रतिष्ठापना