Dictionaries | References ଆ ଆରୋପଣ Script: Odia Meaning Related Words Rate this meaning Thank you! 👍 ଆରୋପଣ ori.wordnet.indo | Oriya Oriya | | noun କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା Ex. ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ରୋପଣWordnet:benআরোপণ kokआरोपण noun ଅଧିକାରପୂର୍ବକ କାହା ଉପରେ କୌଣସି ଖଜଣା ବା ଶୁଳ୍କ ଲଗାଇବାର କ୍ରିୟା Ex. ସରକାରୀ ଆରୋପଣରୁ ରକ୍ଷାପାଇବାପାଇଁ ଉପାୟ କଣ ? ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଆରୋପWordnet:benকর আরোপণ urdتحمیل noun ସ୍ଥାପିତ କରିବାର କ୍ରିୟା Ex. କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି SYNONYM:ସ୍ଥାପନWordnet:urdپیوندکاری , لگانا noun ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା Ex. ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅଙ୍ଗ ଆରୋପଣ ଅଙ୍ଗାରୋପଣ ଇମ୍ପ୍ଲାଣ୍ଟ ଇଂପ୍ଲାଂଟWordnet:benআরোপন gujઆરોપણ hinआरोपण kanಅಂತರ್ನಿವೇಶನ kasاِمپِلاںٛٹ , لاگُن kokआरोपण malപിടിപ്പിക്കല് panਰੋਪਣ sanआरोपणम् Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP