କେବଲ୍ ଦ୍ବାରା ପ୍ରସାରିତ ହେଉଥିବା ଗୋଟିଏ ଦୂରଦର୍ଶନ ପ୍ରଣାଳୀ
Ex. କେବଲ୍ ଆସିବା ପରେ ଆମେ ଦେଶ-ବିଦେଶର କାର୍ଯ୍ୟକ୍ରମ ଘରେ ବସିଦେଖିପାରୁଛୁ
ONTOLOGY:
प्रक्रिया (Process) ➜ संज्ञा (Noun)
Wordnet:
gujકેબલ
hinकेबल
kanಕೇಬಲ್
kasکیبَل
kokकॅबल
panਕੇਬਲ
urdکِیبَل
ବିଦ୍ୟୁତ୍ ବା ପ୍ରକାଶ୍ୟ ସଙ୍କେତ ବା ବିଦ୍ୟୁତ୍ ଶକ୍ତିର ପ୍ରସାରଣ କରୁଥିବା ଗୋଟିଏ ପରିଚାଳକ ବା କଣ୍ଡକ୍ଟର୍
Ex. କେବଲ୍ କାମ କରୁ ନାହିଁ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଦୁଇ ବା ଦୁଇରୁ ଅଧିକ ତାରକୁ ଲମ୍ବରେ ଏକାଠି ଯୋଡିକରି, ମୋଡିକରି ବା ଗୁନ୍ଥିକରି ତିଆରି ହୋଇଥିବା ମୋଟା ତାର
Ex. ଏଠାରେ ମାଟି ତଳେ କେବଲ୍ ବିଛା ଯାଉଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)