କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
Ex. ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଯେତିକି ପରିମାଣର ଧନ କୌଣସି ଜିନିଷ ତିଆରି କରିବାପାଇଁ ଲାଗେ
Ex. ଏହି ଘର ତିଆରିପାଇଁ କେତେ ଖର୍ଚ୍ଚ ହେବ?
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)