Dictionaries | References ଘ ଘର୍ଷଣ Script: Odia Meaning Related Words ଘର୍ଷଣ ori.wordnet.indo | Oriya Oriya Rate this meaning Thank you! 👍 noun କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା Ex. ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ରଗଡ଼ ସଂଘର୍ଷଣWordnet:asmঘর্ষণ bdहुथ्रोदलायनाय benঘর্ষণ gujઘર્ષણ hinघर्षण kanಘರ್ಷಣೆಯಾಗುವುದು kasرَگڑاو kokघश्टण malഒടിഞ്ഞുവീഴൽ marघर्षण mniꯇꯛꯅꯕ nepघर्षण panਘਸਰ sanघर्षणम् tamஉராய்வு telఘర్షణ urdرگڑ , گھساؤ noun ରଗଡିବା ବା ଘଷିବା କ୍ରିୟା Ex. ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଘଷାମଜା ରଗଡିବା ଅବଘର୍ଷଣWordnet:asmঘঁ্হা benঘষা gujઘસવું hinअवघर्षण kanತಿಕ್ಕು kokघासणी malഉരയ്ക്കല് panਰਗੜ sanअवघर्षणम् tamதேய்த்தல் telగీకడం urdگھسنا , رگڑنا , ملنا , مانجھنا See : ମନ୍ଥନ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP