ପାଣିରେ ଚିନି, ଲୁଣ, ଜିରା ଓ ଲେମ୍ଭୁ ରସ ବା ଖଟା ରସଆଦି ପକାଇ ତିଆରି କରାଯାଉଥିବା ପାନୀୟ
Ex. ଜଳଜୀରା ହଜମକାରକ ଏବଂ ଥଣ୍ଡା ହୋଇଥାଏ
ONTOLOGY:
पेय (Drinkable) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujજલજીરા
hinजलजीरा
kanಜಲಜೀರ
malജീരക സർബത്ത്
marजलजीरा
panਜਲਜੀਰਾ
tamபானகம்
telజలజీరా
urdجل زیرا , جل جیرا
କଳା ଲୁଣ, ଚିନି, ଜିରା ତଥା ଖଟା ମିଶ୍ରିତ ଚୂର୍ଣ୍ଣକୁ ପାଣିରେ ଘୋଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ପାନୀୟ
Ex. ସେ ବଜାରରୁ ଜଳଜୀରା ମଗାଇଲେ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benজলজিরা
kanಜಲಜೀರಾ
kokजलजिरा