noun ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ
Ex.
ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmপানী নলী
bdपाइब
benনল
gujનળ
hinनल
kanನಲ್ಲಿ
kasنٔلۍ
kokनळ
malകുഴല്
marजलवाहिनी
mniꯇꯣꯇꯤ꯭ꯄꯥꯏꯞ
panਟੂਟੀ
sanजलमोचिका
telగొట్టం
urdنلی , نل
noun ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
Ex.
ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
gujનલ
kanನಲ
kokनल
malനളന്
marनल
tamநளன்
telనలుడు
urdنَل
noun ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର
Ex.
ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
noun ଜଣେ ଦାନବ
Ex.
ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
noun ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ
Ex.
ନଳକୁ ଖୋଲା ରଖିବା ଅନୁଚିତ ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା
Ex.
କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujનલ
malനല് വാദ്യം
sanनलवाद्यम्