Dictionaries | References

ପଞ୍ଚାୟତ

   
Script: Odia

ପଞ୍ଚାୟତ

ori.wordnet.indo | Oriya  Oriya |   | 
 noun  ପଞ୍ଚମାନଙ୍କର ସଭା ଯେଉଁଥିରେ ଛୋଟମୋଟ ଝଗଡ଼ା ବା କଳହଆଦି ସମାଧାନ କରାଯାଏ   Ex. ପଞ୍ଚମାନେ କିଛି ନିର୍ଣ୍ଣୟ ନନେଇ ହିଁ ପଞ୍ଚାୟତ ଶେଷକରିଦେଲେ
HYPONYMY:
ଗ୍ରାମପଞ୍ଚାୟତ ମହାପଞ୍ଚାୟତ
ONTOLOGY:
समूह (Group)संज्ञा (Noun)
Wordnet:
benপঞ্চায়ত
gujપંચાયત
hinपंचायत
kanಪಂಚಾಯ್ತಿ
kasپَنٛچاٹ , پَنچایَت
kokपंचायत
malപഞ്ചായത്ത്
panਪੰਚਾਇਤ
tamபஞ்சாயத்து
telపంచాయతీ
 noun  କୌଣସି ବିବାଦ ବା ଝଗଡ଼ାକୁ ସମାଧାନ କରିବାପାଇଁ ମନୋନୀତ ହୋଇଥିବା ଲୋକମାନଙ୍କର ଦଳ   Ex. ପଞ୍ଚାୟତର ଫଇସଲା ନ ମାନିବା କାରଣରୁ ଗାଁ ଲୋକମାନେ ଶ୍ୟାମର ନିଆଁ-ପାଣି ବାସନ୍ଦ କରିଦେଲେ
MERO MEMBER COLLECTION:
ପଞ୍ଚାୟତ
ONTOLOGY:
समूह (Group)संज्ञा (Noun)
Wordnet:
asmপঞ্চায়ত
bdपनचायत
kanಪಂಚಾಯಿತಿ
kasپَنٛچاٹ
marपंच
mniꯄꯟꯆꯥꯌꯠ
nepपन्चायत
sanस्थेयपरिषत्
tamபஞ்சாயத்து
telపంచాయతి
urdپنچایت
 noun  ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି   Ex. ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍‌
HOLO MEMBER COLLECTION:
ପଞ୍ଚାୟତ
MERO MEMBER COLLECTION:
ପଞ୍ଚ
ONTOLOGY:
समूह (Group)संज्ञा (Noun)
SYNONYM:
ପଞ୍ଚାଏତ ପଞ୍ଚ
Wordnet:
bdबिजिरगिरि हानजा
benপঞ্চায়েত
hinपंच
kanಪಂಚ
kokपंच
mniꯄꯟꯆ
nepपञ्च
panਪੰਚ
urdپنچ , درمیانی آدمی , بچولیا

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP