ଡାକ ଆଦି ଦ୍ବାରା କୌଣସି ସ୍ଥାନକୁ ପଠାଯାଇପାରୁଥିବା କୌଣସି ବସ୍ତୁ ବା ବସ୍ତୁସମୂହ ଯାହା ଗୋଟିଏ ବାକ୍ସ ବା କାଗଜ ଆଦିରେ ମିଶିକରି ରହିଥାନ୍ତି
Ex. ବାପାଙ୍କ ଦ୍ବାରା ପଠାଯାଇଥିବା ପାର୍ସଲ ମୋତେ ଆଜି ମିଳିଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benপার্সেল
gujપાર્સલ
hinपार्सल
kanಪಾರ್ಸಲ್
kasپارسَل
kokपार्सल
marपार्सल
panਪਾਰਸਲ
sanपरिवेष्टः