କାହା ବିରୁଦ୍ଧରେ ଅନୁଚିତ ତଥ୍ୟ ଏକତ୍ର କରି ତା ଦ୍ୱାରା ତା ଇଚ୍ଛା ବିରୁଦ୍ଧରେ ନିଜ ମନଇଚ୍ଛା କାମ କରାଇବା କ୍ରିୟା
Ex. ପ୍ରଥମେ ସେ ଝିଅମାନଙ୍କୁ ଫୁସୁଲାଇ ଅଶ୍ଳୀଳ ଫଟୋ ନେଉଥିଲା, ପୁଣି ସେମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରୁଥିଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmব্লেকমেইল
bdफाननाय
gujબ્લેકમેલ
hinब्लैकमेल
kasبٕلیک میل
kokब्लॅकमेल
malബ്ലാക്മെയില്
marब्लॅकमेल
mniꯕꯂ꯭ꯦꯛꯃꯦꯜ
nepब्लेकमेल
panਬਲੈਕਮੇਲ
urdبلیک میل
କାହା ବିରୁଦ୍ଧରେ ଅନୁଚିତ ତଥ୍ୟ ଏକତ୍ର କରି ତାଠାରୁ ଜବରଦସ୍ତି ପଇସା ଆଦାୟ କରିବା କ୍ରିୟା
Ex. ପୋଲିସ ଜଣେ ଏଭଳି ଅପରାଧୀକୁ ଧରିଲେ ଯେ ଧନୀ ମହିଳାମାନଙ୍କୁ ବ୍ଲାକମେଲ କରି ବହୁତ ପଇସା ଆଦାୟ କରୁଥିଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kasبٕلیک میل
tamஅச்சுறுத்தல்
urdبیلک میل