Dictionaries | References

ଭାଙ୍ଗ

   
Script: Odia

ଭାଙ୍ଗ

ori.wordnet.indo | Oriya  Oriya |   | 
 noun  ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ   Ex. ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
HOLO COMPONENT OBJECT:
ଭାଙ୍ଗ
HOLO STUFF OBJECT:
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
urdبھانگ , بھنگ , بوٹی , مادنی , انٹراشن
 noun  ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି   Ex. ସେ ଲୁଚିଛପି ଭାଙ୍ଗ ଖେତ କରେ
MERO COMPONENT OBJECT:
ଭାଙ୍ଗ
ONTOLOGY:
वनस्पति (Flora)सजीव (Animate)संज्ञा (Noun)
 noun  ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ   Ex. ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ ଭାଙ୍ଗ ଆସିଯାଏ
ONTOLOGY:
अवस्था (State)संज्ञा (Noun)
   see : ପରସ୍ତିଆ, କୁଞ୍ଚନ, ଦାଗ, କୁଞ୍ଚ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP