ମାଇଲରେ ମପା ଯାଉଥିବା ଲମ୍ବ ବା ଦୂରତା
Ex. ସେ ମାଇଲେଜକୁ କିଲୋମିଟରରେ ଜାଣିବାକୁ ଚାହୁଁଛି
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benমাইলেজ
gujમાઇલેજ
hinमाइलेज
kanಮೈಲಿ ದೂರ
kasمایلیج
kokमायलेज
marमायलेज
panਮਾਇਲੇਜ
କୌଣସି ନିର୍ଦ୍ଦିଷ୍ଟ ସମୟରେ ମାଇଲରେ ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ଦୂରତା
Ex. ପ୍ରତ୍ୟେକ ବ୍ୟକ୍ତିର ମାଇଲେଜ ଅଲଗା ଅଲଗା ହୋଇଥାଏ
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଦିଆଯାଇଥିବା ଇନ୍ଧନ ମାତ୍ରାରେ କୌଣସି ମୋଟରଗାଡି ଦ୍ବାରା ମାଇଲରେ ସ୍ଥିର କରା ଯାଇଥିବା ଦୂରତା
Ex. ଏହି କାରର ମାଇଲେଜ ପୁରୁଣା କାରର ମାଇଲେଜର ଦୁଇଗୁଣା
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କୌଣସି କାର୍ଯ୍ୟ,ଉପଯୋଗ ବା ସ୍ଥାୟିତ୍ବକୁ ମାଇଲରେ ସ୍ଥିରୀକୃତା ଦୂରତା ମାପ
Ex. ଏହି ଟାୟାର ବହୁତ ଭଲ ମାଇଲେଜ ଦେବ
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)