Dictionaries | References

ଯୁଗ

   
Script: Odia

ଯୁଗ

ori.wordnet.indo | Oriya  Oriya |   | 
 noun  ପୁରାଣାନୁସାରେ କାଳର ଚାରି ପରିମାଣ ବା ବିଭାଗ-ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗରୁ ପ୍ରତ୍ୟେକ   Ex. ଭଗବାନ ରାମଙ୍କ ଜନ୍ମ ତ୍ରେତୟା ଯୁଗରେ ହୋଇଥିଲା
ONTOLOGY:
पौराणिक काल (Mythological Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି   Ex. ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
ONTOLOGY:
ऐतिहासिक युग (Historical ages)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
Wordnet:
mniꯖꯨꯒ
urdعہد , زمانہ , دور , یک
 noun  ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ   Ex. ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ସମୟ, ଦିନ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP