Dictionaries | References

ଲଙ୍ଗର

   
Script: Odia

ଲଙ୍ଗର     

ori.wordnet.indo | Oriya  Oriya
noun  ଯେଉଁ ଭୋଜନ ଭକ୍ତ, ଅତିଥି, ଧନୀ-ଦରିଦ୍ରଆଦି ସମସ୍ତଙ୍କୁ ଗୋଟିଏ ପଙ୍ଗତରେ ବସାଇ ବିତରଣ କରାଯାଏ   Ex. ଆମେ ଲଙ୍ଗର ଖାଇବାପାଇଁ ଗୁରୁଦ୍ୱାର ଯାଉଛୁ
ONTOLOGY:
खाद्य (Edible)वस्तु (Object)निर्जीव (Inanimate)संज्ञा (Noun)
Wordnet:
benলঙ্গর
hinलंगर
kanಲಂಗರು
kokलंगर
malപ്രസാദ ഊട്ട്
panਲੰਗਰ
sanलङ्गरम्
tamஅன்னவிடுதி
telఅన్నసత్రం
urdلنگر
noun  ଗୁରୁଦ୍ୱାର ସହିତ ସମ୍ବନ୍ଧିତ ସେହି ସ୍ଥାନ ଯେଉଁଠାରେ ଲୋକମାନଙ୍କୁ ଖାଇବା ନିମନ୍ତେ ଖାଦ୍ୟ ପଦାର୍ଥ ବଣ୍ଟାଯାଏ   Ex. ଆମେ ପ୍ରସାଦ ଆଣିବାପାଇଁ ଲଙ୍ଗରକୁ ଚାଲିଗଲୁ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ସତ୍ର ଛତ୍ର ଛତର
Wordnet:
benলঙ্গার
hinलंगर
kanಧರ್ಮಛತ್ರ
kasلَنٛگَر
malഊട്ടുപുര
marलंगरखाना
sanलङ्गरस्थानम्
telఅన్న సత్రం
urdلنگر , اجلاس
noun  ଲୁହାର ଗୋଟିଏ ବଡ଼ କଣ୍ଟା ଯାହାକୁ ନଦୀ ବା ସମୁଦ୍ରରେ ପକାଇଦେଲେ ନୌକା ବା ଜାହାଜ ଗୋଟିଏ ସ୍ଥାନରେ ଅଟକିଯାଏ   Ex. ବିଶ୍ରାମ ନେବାପାଇଁ ନାବିକମାନେ ଗଙ୍ଗାକୂଳରେ ଲଙ୍ଗର ପକାଇଦେଲେ
HYPONYMY:
ଅଙ୍କୋଡ଼ା ଆକବତୀଲଙ୍ଗର
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
asmলঙ্গৰ
bdलंगर
gujલંગર
hinलंगर
kasکُنٛڑٕ
malഇരുമ്പിന്റെ വളരെ വലിയ മുള്ളു
marनांगर
mniꯑꯦꯡꯀꯔ
nepलङ्गर
sanअरित्रम्
tamநங்கூரம்
telలంగరు
noun  ଡଙ୍ଗା ଟାଣିବାପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାରର ଲୁହା କଣ୍ଟା   Ex. ଜାହାଜରେ ଲଙ୍ଗର ଲାଗିଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନଙ୍ଗର
Wordnet:
benনঙ্গর
hinअँकोड़ा
kanಲಂಗರು
panਅੰਕੋੜਾ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP