କେତେକ ସମୁଦ୍ର କୀଟଙ୍କ ଅଭ୍ୟନ୍ତରର ହାଡର ସେହି ଢାଞ୍ଚା ଯାହା କୋମଳ ତନ୍ତୁସମୂହର ପିଣ୍ଡ ରୂପରେ ହୋଇଥାଏ ଏବଂ ଯେଉଁଥିରେ ବହୁତ ଛୋଟଛୋଟ କଣା ଥାଏ
Ex. ସ୍ପଞ୍ଜ ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇ ଦିଏ ଏବଂ ଏହାକୁ ଦାବିଲେ ସେହି ତରଳ ପଦାର୍ଥ ସେଥିରୁ ବାହାରି ଆସେ
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benস্পঞ্জ
gujસ્પંજ
hinस्पंज
kasسُپونٛج
urdاسپنج
ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇବା ନିମନ୍ତେ ତିଆରି ରବର ବା ସେଲୁଲୋଜର କୌଣସି ଛିଦ୍ରଦାର ପଦାର୍ଥ
Ex. ବଜାରରେ ଭଳିକିଭଳି ସ୍ପଞ୍ଜ ମିଳୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kokस्पंज
marस्पंज
sanजलशोषणी