Dictionaries | References

ହୁଣ୍ଡି

   
Script: Odia

ହୁଣ୍ଡି

ori.wordnet.indo | Oriya  Oriya |   | 
 noun  ଯେଉଁ ପାତ୍ରରେ ଦାନ ଆକାରରେ ଟଙ୍କାପଇସା ରଖାଯାଏ ବା ପକାଯାଏ   Ex. ସେ ମନ୍ଦିର ହୁଣ୍ଡିରେ ଶହେ ଟଙ୍କା ପକାଇଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଦାନବାକ୍ସ ଦାନପାତ୍ର
Wordnet:
bdदान बाक्सु
kanಕಾಣಿಕೆ ಹುಂಡಿ
kasنِیاز پیٖٹۍ
kokदान पेटी
malഭണ്ഡാരം
mniꯊꯥꯗꯅꯕ꯭ꯀꯣꯟ
tamதான பாத்திரம்
telహుండీ
urdعطیہ باکس
 noun  ମହାଜନଠାରୁ କରଜ ନେବା ସମୟରେ ତାଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜ ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଋଣ ପରିଶୋଧ କରିବା ଆବଶ୍ୟକ ଥିବାକଥା ଲେଖାହୋଇଥାଏ   Ex. ହୁଣ୍ଡିର ହିସାବରେ ରାମକୁ ନିଜର କରଜ ବାବଦରେ ଚକ୍ରବୃଦ୍ଧି ସୁଧହାରରେ ପରିଶୋଧ କରିବାକୁ ପଡିବ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ହୁଂଡି
Wordnet:
benহুন্ডি
gujહૂંડી
hinहुंडी
kasہوٚنٛڈٕ
urdہنڈی
   See : ଦାନପାତ୍ର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP