ଔଷଧ ଆଦି କାରଣରୁ ରୋଗୀର ଶରୀରରୁ ଝାଳ ବୋହିବାର କ୍ରିୟା
Ex. ଅବସେଚନ ଯୋଗୁଁ ଜ୍ବର ଓଲ୍ଲାଇ ଯାଏ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଜୋକ, ଶିଙ୍ଗୀ ଆଦିଙ୍କ ଦ୍ବାରା ଶରୀରରୁ ରକ୍ତ ବାହାର କରିବାର କ୍ରିୟା
Ex. ପୁରୁଣା ଘା’ର ଉପଚାର ନିମନ୍ତେ ଅବସେଚନ କରିବା ବହୁ ପରୀକ୍ଷିତ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)