Dictionaries | References

ଆଚମନ

   
Script: Odia

ଆଚମନ

ori.wordnet.indo | Oriya  Oriya |   | 
 verb  ଖାଇସାରିଲା ପରେ ହାତ ମୁହଁ ଧୁଏଇବା ଏବଂ କୁଳି କରାଇବା   Ex. ମାଁ ପିଲାଙ୍କୁ ଆଞ୍ଚେଇ ଦେଉଥିଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
benআঁচিয়ে দেওয়া
kanಮುಕ್ಕಳಿಸುವಂತೆ ಮಾಡು
kasاَتھٕ تہٕ ٲس چھلناوُ
mniꯃꯆꯤꯟ꯭ꯇꯦꯡꯕꯤꯕ
telఆచమనం చేయడం
urdاچانا , اچوانا , انچوانا
 noun  ପୂଜା ବା ଧର୍ମ ସମ୍ବନ୍ଧୀୟ କାମ ନିମନ୍ତେ ଡାହାଣ ହାତରେ କିଛି ଜଳ ନେଇ ମନ୍ତ୍ର ପଢ଼ୁଥିବା ଅବସ୍ଥାରେ ପିଇବା ପ୍ରକ୍ରିୟା   Ex. ପଣ୍ଡିତ ମହାଶୟ ମନ୍ତ୍ର ପଢ଼ୁପଢ଼ୁ ଆଚମନ କରିବାକୁ କହିଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ଭୋଜନ ଅନ୍ତେ ଆଚମନ   Ex. ଆଚମନ ପରେ ଜେଜେ ଆରାମ କରିବାକୁ ଗଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ପାଣି ପିଇବା ଅବା ପିଆଇବା କାମ   Ex. କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
HYPONYMY:
ଆଚମନ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : କୁଳି, ଗଣ୍ଡୁଷ ଜଳ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP