Dictionaries | References

ଉତ୍ତରାୟଣ

   
Script: Odia

ଉତ୍ତରାୟଣ

ori.wordnet.indo | Oriya  Oriya |   | 
 noun  ସୂର୍ଯ୍ୟଙ୍କ ଉତ୍ତରଦିଗକୁ ଗମନ ବା ସୂର୍ଯ୍ୟଙ୍କ ମକର ରେଖାର ଉପରେ ଉତ୍ତର କର୍କଟ ରେଖାକୁ ଗମନ   Ex. ଯେବେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗମନ କରନ୍ତି ସେବେଠାରୁ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benউত্তরায়ন
gujઉત્તરાયણ
hinउत्तरायण
kokउत्तरायण
marउत्तरायण
panਉਤਰਾਇਣ
urdشمال کی جانب
 noun  ଛ’ମାସର ସେହି ସମୟ ଯେବେଠାରୁ ସୂର୍ଯ୍ୟ ବରାବର ଉତ୍ତର ଦିଗକୁ ଗତିକରିଥାନ୍ତି   Ex. ସ୍ୱାମୀଜୀ ଉତ୍ତରାୟଣରେ ତପସ୍ୟା କରିବାକୁ ହିମାଳୟକୁ ଚାଲିଯାନ୍ତି
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
gujઉત્તરાયણ
sanउत्तरायणम्
urdراس سرطان

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP