Dictionaries | References

କେନ୍ଦ୍ରବିନ୍ଦୁ

   
Script: Odia

କେନ୍ଦ୍ରବିନ୍ଦୁ

ori.wordnet.indo | Oriya  Oriya |   | 
 noun  କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍‌ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ   Ex. ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
 noun  ଯେଉଁ ବିନ୍ଦୁରେ ଆଲୋକ ବା ଅନ୍ୟ ବିକିରଣର କିରଣରାଶି ଏକତ୍ରିତ ହୁଅନ୍ତି ବା ଯେଉଁ ଠାରେ ଏହା ପଡେ   Ex. ଉତ୍ତଳ ଏବଂ ଅବତଳ ଲେନ୍ସର କେନ୍ଦ୍ରବିନ୍ଦୁ ଅଲଗା ଅଲଗା ହୋଇଥାଏ
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
SYNONYM:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP