Dictionaries | References

ଖୁଆଇବା

   
Script: Odia

ଖୁଆଇବା

ori.wordnet.indo | Oriya  Oriya |   | 
 verb  ଖାଇବା ନିମନ୍ତେ ଖାଦ୍ୟ ଦେବା   Ex. ସେ ନିଜ ପିତାଙ୍କ ଶ୍ରାଦ୍ଧରେ ଶହେ ଜଣ ପଣ୍ଡିତଙ୍କୁ ଖୁଆଇଲେ
ONTOLOGY:
प्रेरणार्थक क्रिया (causative verb)क्रिया (Verb)
 verb  ନିଜ ହାତଦ୍ୱାରା କାହାର ମୁଁହରେ ଖାଦ୍ୟ ପୂରେଇବା   Ex. ମା ନିଜ ଛୁଆକୁ ପ୍ରେମପୂର୍ବକ ଖୁଆଉଛନ୍ତି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଖୁଆଇବା କାମ ଅନ୍ୟ କାହାଦ୍ୱାରା କରାଇବା   Ex. ମାଆ ପିଲାକୁ ଜେଜେମାଙ୍କଦ୍ୱାରା ଖାଦ୍ୟ ଖୁଆଉଛନ୍ତି
ONTOLOGY:
प्रेरणार्थक क्रिया (causative verb)क्रिया (Verb)
 noun  ଖୁଆଇବାର ପ୍ରକ୍ରିୟା   Ex. ପିଲାଙ୍କୁ ଖାଦ୍ୟ ଖୁଆଇବା ପରେ ସେ ଚାଲିଗଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ଭୋଜି ଦେବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP