ଯେତେ ପରିମାଣର ବସ୍ତୁ ଏକାଥରକେ ଲଦି ବୋହି ନେଇହୁଏ
Ex. ଗୋବର ଖତ ଆଉ ଚାରି ଖେପ ଅଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benখেপ
gujખેપ
hinखेप
kokखेप
panਖੇਪ
sanभरः
urdکھیپ
ବୋଝ ଲଦି ଗାଡ଼ି ଆଦିର ଏକାଥରକେ ଯାତ୍ରା
Ex. କୃଷକ ବଳଦଗାଡ଼ିରେ ଦୁଇ ଖେପରେ ଖଳାକୁ ଶସ୍ୟ ବୋହିଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)