ବସିବାପାଇଁ ବ୍ୟବହୃତ ହେଉଥିବା ଏକ ଆସନ ଯାହାର ପଛ ଭାଗ ପିଠିକୁ ଆଶ୍ରୟ ଦେବାପାଇଁ ତିଆରି କରାଯାଇଛି
Ex. ବାପା ଚଉକି ଉପରେ ବସି ଖବର କାଗଜ ପଢ଼ୁଛନ୍ତି
HYPONYMY:
ଆରାମଚୌକି ହୁଇଲଚେୟାର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmচকী
bdमासि
benকেদারা
gujખુરશી
hinकुर्सी
kanಕುರ್ಚಿ
kasکُرسی
kokकदेल
malകസേര
marखुर्ची
mniꯆꯧꯀꯤ
nepकुर्सी
panਕੁਰਸੀ
sanपीठम्
tamநாற்காலி
telకుర్చీ
urdکرسی
କାଠରେ ତିଆରି ଚାରି ଗୋଡ଼ ଥିବା ଚାରିକୋଣିଆ ବସ୍ତୁ ଯାହା ବସିବା, ଶୋଇବା ଆଦି କାମରେ ଆସେ
Ex. ସେ ଚଉକି ଉପରେ ଚକାମାଡ଼ି ବସିଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujબાજઠ
kanಆರಾಮ ಕುರ್ಚಿ
malകട്ടിലില്
marचौरंग
tamசிறு மரப்பீடம்
telబల్ల
urdچوکی