Dictionaries | References

ଚକ୍ର

   
Script: Odia
See also:  ଚକ୍‌ର

ଚକ୍ର

ori.wordnet.indo | Oriya  Oriya |   | 
 noun  ଛୋଟ ଚକ ଭଳି ହୋଇଥିବା ପୌରାଣିକ କାଳର ଏକ ଅସ୍ତ୍ର   Ex. ଭଗବାନ ବିଷ୍ଣୁଙ୍କ ଚକ୍ରର ନାମ ସୁଦର୍ଶନ
HYPONYMY:
ସୁଦର୍ଶନ ଚକ୍ର
ONTOLOGY:
काल्पनिक वस्तु (Imaginary)वस्तु (Object)निर्जीव (Inanimate)संज्ञा (Noun)
Wordnet:
gujચક્ર
kasچَرکھٕ
sanचक्रः
urdچکر
 noun  ବୁଲବୁଲ, ଛଞ୍ଚାଣଆଦି ପକ୍ଷୀଗୁଡ଼ାଙ୍କର ବସିବା ସ୍ଥାନ   Ex. ଛଞ୍ଚାଣ ଏହି ଅଶ୍ୱତ୍‌ଥ ଗଛ ଉପରେ ଚକ୍‌ର କାଟୁଛି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
SYNONYM:
ଚକି
Wordnet:
hinचक्कस
kanಕೂರು ರೆಂಬೆ
tamஇருப்பிடம்
urdچَکَّس , چَکَس , پالتوپرندوں کوبٹھانےکی لکڑی
 noun  ପଶୁଙ୍କ ଶରୀରରେ ପଡ଼ିଥିବା ପ୍ରାକୃତିକ ଦାଗ   Ex. ବଳଦ ମୁଣ୍ଡରେ ଚକ୍ର ଅଛି
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଚାନ୍ଦ
Wordnet:
benছোপ
telమచ్చ
 noun  ଯୋଗ ଅନୁସାରେ ଶରୀର ମଧ୍ୟରେ ସାତ ପଦ୍ମ ବା ବିଶିଷ୍ଟ ସ୍ଥାନ ଯାହା ଆଧୁନିକ ବିଜ୍ଞାନ ଅନୁସାରେ କେତେକ ବିଶିଷ୍ଟ ଜୀବନ ରକ୍ଷକ ଗ୍ରନ୍ଥିର ଆଖପାଖରେ ଥାଏ   Ex. ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ,ଆଜ୍ଞା ଏବଂ ସହସ୍ରାର ଏଗୁଡିକ ଯୋଗର ଚକ୍ର
HYPONYMY:
ଅନାହତ ମୂଳାଧାର ଚକ୍ର ମଣିପୁର ଚକ୍ର ବିଶୁଦ୍ଧ ଚକ୍ର ସ୍ୱାଧିଷ୍ଠାନ ଚକ୍ର ସହସ୍ରାର ଚକ୍ର ଆଜ୍ଞାଚକ୍ର
ONTOLOGY:
समूहवाचक संज्ञा (Collective Noun)संज्ञा (Noun)
Wordnet:
gujચક્ર
hinचक्र
kanಆಧಾರ ಚಕ್ರ
kokचक्र
malചക്രം
telచక్రాలు
urdچکر , پدماکارچکر
 noun  ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ   Ex. ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ATTRIBUTES:
ଗୋଲ
HYPONYMY:
ଚକ୍ରି ଗିଟ୍ଟି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଚକ
Wordnet:
asmলাটুম
bdलाटुम
kasپھِرِکۍ
kokफिरकी
malനൂല്‍ ചക്രം
mniꯂꯪꯆꯥꯛV
panਭੰਭੀਰੀ
sanभ्रमरकः
urdپھرکی , گھرنی , چکئی , چکری
   See : ବୃତ୍ତ, ଚକ, ମହାବୀର ଚକ୍ର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP