Dictionaries | References ଛ ଛାଣିବା Script: Odia Meaning Related Words ଛାଣିବା ori.wordnet.indo | Oriya Oriya Rate this meaning Thank you! 👍 verb ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦି ବାହାର କରିବା Ex. ସେ ଅତିଥିଙ୍କପାଇଁ ପକୁଡ଼ି ଛାଣୁଛି / କଞ୍ଚା ପୂରି ଛାଣନାହିଁ ENTAILMENT:ଛାଣିବା HYPERNYMY:ବାହାର କରିବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb)Wordnet:asmকঢ়া bdबोखां benছাঁকা malഅരിക്കുക mniꯂꯧꯈꯠꯄ panਕੱਡਣਾ sanअपानी tamவடிக்கட்டு telజల్లెడ పట్టుట urdچھاننا verb ତେଲରେ ବା ଘିଅରେ କଡ଼କଡ଼ କରି ଭାଜିବା Ex. ମୀରା ମାଛ ଛାଣୁଛି HYPERNYMY:ସିଝେଇବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଭାଜିବାWordnet:asmভজা bdएउ gujતળવું hinतलना kasتلُن kokतळप malവറുക്കുക marतळणे nepतार्नु panਤਲਣਾ tamவறு telనెయ్యిలోవండు urdتلنا verb କୌଣସି ତରଳ ପଦାର୍ଥକୁ ଏକ ପତଳା କନାରେ ଛାଣି ସେଥିରେ ଥିବା ମଇଳାକୁ ଅଲଗା କରିବା Ex. ମା ଚା’ ଛାଣୁଥିଲେ CAUSATIVE:ଛଣାଇବା HYPERNYMY:କାମ କରିବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:asmচাকা hinछानना kasچھانُن kokगाळप malഅരിക്കുക mniꯆꯨꯝꯊꯣꯛꯄ panਛਾਨਣਾ sanशुध् urdچھاننا , نچوڑنا noun ତରଳ ପଦାର୍ଥକୁ କୌଣସି ସୂକ୍ଷ୍ମ କନା ବା ଛଣା ଆଦିରେ ଛାଣିବା ବା ବାହାର କରିବାର କାର୍ଯ୍ୟ Ex. ସୀମା ଛେନା ଛାଣୁଛି ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:gujછણવું hinछनाई sanशोधनम् urdچھنائی , چھاننا Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP