Dictionaries | References

ଟୀକା

   
Script: Odia

ଟୀକା

ori.wordnet.indo | Oriya  Oriya |   | 
 noun  କୌଣସି ବିଷୟରେ କିଛି ବିସ୍ତୃତ ଭାବେ କରା ହୋଇଥିବା ବର୍ଣ୍ଣନା   Ex. ସେ ରାମାୟଣର ଟୀକା ଲେଖୁଛନ୍ତି
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdتفسیر , شرح , ٹیکہ
 noun  ସ୍ତ୍ରୀ ଲୋକମାନେ ମୁଣ୍ଡରେ ପିନ୍ଧୁଥିବା ଏକ ଗହଣା   Ex. କନ୍ୟାର ମଥାରେ ରତ୍ନ ଜଡ଼ିତ ଟୀକା ସୁଶୋଭିତ ହେଉଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
kasٹیٖکہٕ , مانٛگ
tamநெத்தி சுட்டி
urdٹیکا , مانگ ٹیکا , مانگ پھول
 noun  କୌଣସି ବିଶେଷ ରୋଗରୁ ଶରୀରକୁ ସୁରକ୍ଷା ଦେବାଲାଗି ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଗୋଟିଏ ଔଷଧ ଯାହା ଛୁଞ୍ଚି ଦ୍ୱାରା ଶରୀର ମଧ୍ୟରେ ପହଞ୍ଚାଇଦିଆଯାଇଥାଏ   Ex. ବିଶେଷ ରୋଗ ପାଇଁ ପ୍ରସ୍ତୁତ ହୋଇଥିବା ଟୀକା ସେହି ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ପୁସ୍ତକରେ କୌଣସି ବିଷୟ ବିସ୍ତାରଭାବେ ବର୍ଣ୍ଣନା କରାଯାଇଛି   Ex. ମାଆ ରାମାୟଣର ଏକ ଟୀକା ପଢ଼ୁଛନ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
kasتَنقیٖد نِگار
mniꯅꯩꯅꯔꯣꯜ
tamவிளக்க உரை
urdتبصرہ , رواں تبصرہ
   see : ତିଳକ, ଆଲୋଚନା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP