ଘୋଡାଙ୍କୁ ହେଉଥିବା ଏକ ରୋଗ ଯାହାଦ୍ବାରା ସେମାନଙ୍କ ଶରୀରର କୌଣସି ଭାଗରେ ଫୁଲା ହୁଏ ଏବଂ ଦାଗ ପଡିଯାଏ
Ex. କଳା ଘୋଡାକୁ ତବକ ହୋଇଛି
ONTOLOGY:
रोग (Disease) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
ଏକ ପ୍ରକାର ପତଳା ଓ ଚୌଡା ଥାଳି
Ex. ନମାଜ ପରେ ତବକରେ ଖାଦ୍ୟ ପରଶାଗଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ମୁସଲମାନ ସ୍ତ୍ରୀମାନଙ୍କଦ୍ବାରା ଭୂତପ୍ରେତ ଏବଂ ପରୀମାନଙ୍କର ଆଘାତରୁ ବଞ୍ଚିବାପାଇଁ କରାଯାଉଥିବା ଏକ ଉପଚାର
Ex. ସଲ୍ମା ତବକପାଇଁ ଯାଇଛି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)