କୁଟା ଓ ବାଉଁଶର ବତାରେ ତିଆରି ହୋଇଥିବା ଏକ ଗଢ଼ଣ ଯାହାକୁ ଆଢ଼ୁଆଳ ବା ଛପର କରିବା କାମରେ ଆସେ
Ex. ଦରଜାରେ ଲାଗିଥିବା ତାଟି ହଟାଇ ସେ ଚାଳିଆ ଭିତରେ ପ୍ରବେଶ କଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujટાટ
hinठाट
kanಬಿದಿರಿನ ತಟ್ಟಿ
telకర్టన్
urdٹھاٹھ , ٹٹر , ٹاٹر