ଅପରାଧୀଆଦିକୁ ତାର ଅପରାଧ ଫଳସ୍ୱରୂପ ଦିଆଯାଉଥିବା ପୀଡ଼ା ବା ଆର୍ଥିକ ହାନିଆଦି
Ex. ଶ୍ୟାମକୁ ହତ୍ୟା ଅପରାଧରେ ଆଜୀବନ କାରାବାସର ଦଣ୍ଡ ମିଳିଲା
HYPONYMY:
ନିର୍ବାସିତ ଜୋରିମାନା କାରାବାସ ଦଣ୍ଡ ରାଜଦଣ୍ଡ କଳାପାଣି ଫାଶୀ ସଂଗସାର ଦଣ୍ଡ ନିର୍ବାସନ କାରାବାସ ଜିଭକାଟ ନଜରବନ୍ଦୀ ମୃତ୍ୟୁଦଣ୍ଡ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmশাস্তি
bdसाजा
benদণ্ড
gujદંડ
hinदंड
kanದಂಡ
kasسَزَا
kokख्यास्त
malശിക്ഷ
marशिक्षा
mniꯆꯩꯔꯥꯛ
nepदण्ड
panਸਜਾ
tamதண்டனை
telదండన
urdسزا , تعذیر , خمیازہ
ଏକ ପ୍ରକାର ବ୍ୟାୟାମ ଯାହା ପଞ୍ଝା ବଳରେ ଅଧା ଶୋଇ କରାଯାଇଥାଏ
Ex. ସେ ପ୍ରତିଦିନ ସକାଳେ ଦୌଡ଼ିସାରି ଦଣ୍ଡ ମାରେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmডন
bdबुक दावन
benডন
gujદંડ
hinडंड
kasڈنٛڈ
malവ്യായമം
mniꯗꯟꯗ
sanभुजव्यायामः
tamதண்டால்
telబస్కీలు
urdڈنڈ , دنڈ , ڈنٹربازو
ଜଣେ ରାକ୍ଷସ
Ex. ଦଣ୍ଡ ସୁମାଳୀର ପୁତ୍ର ଥିଲା
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)