Dictionaries | References

ଦବେଇବା

   
Script: Odia

ଦବେଇବା

ori.wordnet.indo | Oriya  Oriya |   | 
 verb  ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ   Ex. ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
ENTAILMENT:
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ   Ex. କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ   Ex. ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
benদমিয়ে রাখা
kasدَباوِتھ تھاوُن
marदडपून ठेवणे
mniꯅꯝꯊꯕ
 verb  ପ୍ରତିଯୋଗିତାରେ ପିଛାଡିବା   Ex. ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
HYPERNYMY:
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା   Ex. ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP