Dictionaries | References

ଦମ

   
Script: Odia

ଦମ

ori.wordnet.indo | Oriya  Oriya |   | 
 noun  କୌଣସି ବାସନରେ କୌଣସି ଜିନିଷ ରଖି, ତାହାର ମୁହଁ ବନ୍ଦକରି ତାହାକୁ ନିଆଁଉପରେ ପକାଇବାର କ୍ରିୟା   Ex. ଦମ ଦିଆଯାଇ ଏହି ତରକାରୀ ତିଆରି ହୋଇଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଦରୀ ବୁଣାଳୀଙ୍କ ଏକପ୍ରକାରର ତିନିକୋଣିଆ କମାନୀ ଯେଉଁଥିରେ ତିନୋଟି ଲମ୍ବାର କାଠଖଣ୍ଡ ଏକାଠି ବନ୍ଧା ଯାଇଥାଏ   Ex. ବୁଣାକାର ଦମରେ ଦରୀ ବୁଣୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ମହାଭାରତ ଯୁଗର ଜଣେ ପ୍ରାଚୀନ ମହର୍ଷି   Ex. ଦମଙ୍କ ଉଲ୍ଲେଖ ମହାଭାରତରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
 noun  ପୁରାଣାନୁସାରେ ବଭ୍ରଙ୍କ କନ୍ୟା ଇନ୍ଦ୍ରସେନାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପବନ ରାଜାଙ୍କ ନାତି   Ex. ଦମ ବେଦ-ବେଦାଙ୍ଗରେ ବହୁତ ବଡ ଜ୍ଞାନୀ ତଥା ଧନୁର୍ବିଦ୍ୟାରେ ନିପୁଣ ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ସଙ୍ଗୀତରେ କୌଣସି ସ୍ବରର ଏପରି ଲମ୍ବା ରାହା ଯାହା ଗୋଟିଏ ନିଶ୍ବାସରେ ସାରିବାକୁ ହୁଏ   Ex. ଗାୟକର ଗଳାର ଦମକୁ ଶୁଣିକରି ସମସ୍ତେ ତାଳିମାରିବାକୁ ଲାଗିଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ମାଙ୍କେଡିଆର ଏପରି କାମ ଯେଉଁଥିରେ ଭାଲୁର ମୁହଁରେ କାଠ ବା ହାତ ରଖି ଶ୍ବାସ ନେବା ଆଣିବା ଶିଖାଇଥାଏ   Ex. କୁହାଯାଏକି ଦମରେ ଭାଲୁର ଜୀର୍ଣ୍ଣ କ୍ରିୟା ଠିକ୍‌ ହୋଇଥାଏ ଏବଂ ସେ ଶାନ୍ତ ରହିଥାଏ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ବଳ, କଶ, ମିଠା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP