Dictionaries | References

ଦାନ୍ତ

   
Script: Odia

ଦାନ୍ତ

ori.wordnet.indo | Oriya  Oriya |   | 
 noun  ଜୀବମାନଙ୍କ ମୁହଁରୁ ଅଙ୍କୁର ଭଳି ବାହାରିଥିବା ହାଡ଼ର ତଳଉପର ପ୍ରତ୍ୟେକ ଅଂଶ ଯାହାକୁ ଖାଇବାପାଇଁ, ଜିନିଷ କାମୁଡ଼ିବା ବା ଜମିଆଦି ଖୋଳିବାପାଇଁ ବ୍ୟବହାର କରାଯାଏ   Ex. ଦୁର୍ଘଟଣାରେ ତାର କେତେଟା ଦାନ୍ତ ଭାଙ୍ଗିଯାଇଛି
HOLO COMPONENT OBJECT:
ONTOLOGY:
शारीरिक वस्तु (Anatomical)वस्तु (Object)निर्जीव (Inanimate)संज्ञा (Noun)
 noun  ଜଙ୍ଗଲି ଘୁଷୁରୀ ମୁହଁରୁ ବାହାରକୁ ବାହାରିଥିବା ଦାନ୍ତ   Ex. ବାର୍ହା ଦାନ୍ତ ସାହାଯ୍ୟରେ ମେଣ୍ଢାଛୁଆକୁ ଚିରିଦେଲା
ONTOLOGY:
भाग (Part of)संज्ञा (Noun)
 noun  ଦାନ୍ତ ଆକାରର ବାହାରିଥିବା ବସ୍ତୁ   Ex. ଏହି ପାନିଆର କେତେକ ଦାନ୍ତ ଭାଙ୍ଗି ଯାଇଛି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
urdدانت , دندان , دندانہ , دانتا

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP