Dictionaries | References

ଦିଗ

   
Script: Odia

ଦିଗ

ori.wordnet.indo | Oriya  Oriya |   | 
 noun  ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର   Ex. ମୋ ଘର ଏ କ୍ଷେତ୍ରର ଉତ୍ତର ଦିଗରେ /ପବନର ଦିଗ ବଦଳି ଯାଇଛି
HYPONYMY:
ଉପଦିଗ ଉତ୍ତର ଦକ୍ଷିଣ ପଶ୍ଚିମ ପୂର୍ବ ଉଠାଣି ପ୍ରଧାନ ଦିଗସୂଚକ ବିନ୍ଦୁ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଦିଶା
Wordnet:
asmদিশ
bdदिग
benদিশা
hinदिशा
kasطَرَف
kokदिशा
malദിക്ക്
marदिशा
mniꯃꯥꯏꯀꯩ
nepदिशा
panਦਿਸ਼ਾ
sanदिक्
tamதிசை
telదిశ
urdسمت , رخ
 noun  କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ   Ex. ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପକ୍ଷ
Wordnet:
bdबिथिं
benদিক
kasرۄخ , پاس
kokतास
marपैलू
panਪੱਖ
urdپہلو , صورت , تدبیر , ترکیب , نکتہ
 noun  କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ   Ex. ଆପଣ କେଉଁ ଦିଗକୁ ଯାଉଛନ୍ତି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
bdथिं
gujદિશા
hinओर
kasطَرف
kokवटेन
mniꯃꯥꯏꯀꯩ
nepतिर
panਪਾਸੇ
sanदिश्
urdجانب , طرف , اور
 noun  ସେନାର କୌଣସି ପକ୍ଷ (ବାମ ବା ଡାହାଣ)   Ex. ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
ONTOLOGY:
भाग (Part of)संज्ञा (Noun)
SYNONYM:
ପକ୍ଷ
Wordnet:
benডানবাহু
kasنٔر
 noun  କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି   Ex. ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
   See : ମୋଡ଼

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP