Dictionaries | References

ଧାରଣା

   
Script: Odia

ଧାରଣା     

ori.wordnet.indo | Oriya  Oriya
noun  କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ   Ex. ତା ପ୍ରତି ମୋର ଧାରଣା ଭୁଲ ଥିଲା
HYPONYMY:
ରାଶି ଧର୍ମ ମାପ ସଂଖ୍ୟା ଚେତନା ଉଦାହରଣ ପିଶାଚ ଦିଗ ବ୍ରହ୍ମଲେଖ ଭୂତୁଣୀ ତାନ ବ୍ୟାସାର୍ଦ୍ଧ ସଂପ୍ରଦାୟ ଓସାର ଭକ୍ତିମାର୍ଗ ଅକ୍ଷ ଅନ୍ତର୍ଧାରା ଭବସାଗର ଏକକ ନିର୍ଣ୍ଣୟ ମୂଲ୍ୟ ଅନୁଭାବ ବଚନ ଲିଙ୍ଗ ପୂର୍ବାଗ୍ରହ କାଳ ଅବସ୍ଥା ସଂସାର ଅନେକାର୍ଥକତା କାର୍ଯ୍ୟ ସହଜ ଗୁଣ ଗଣ ତତ୍ତ୍ବ ଧର୍ମଚକ୍ର
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଅବଧାରଣା ସଂକଳ୍ପନା
Wordnet:
asmধাৰণা
bdसाननाय
benধারণা
gujઅનુમાન
hinधारणा
kanಕಲ್ಪನೆ
kasخیال
kokधारण
malകാഴ്ചപ്പാട്
nepधारणा
panਧਾਰਨਾ
sanधारणा
telనిర్ణయము
urdرائے , نظریہ , خیال , تصور
noun  କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍‌ ଧରି ବସିବାର କ୍ରିୟା   Ex. ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଧର୍ମଘଟ
Wordnet:
benধরনা
kasدَرنہٕ
malധര്ണ്ണ
tamமறியல் செய்தல்
telధర్నా
urdدھرنا
noun  ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି   Ex. ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଆଡ଼ି ଓରା
Wordnet:
asmচʼতি
bdसौथि
benকড়িকাঠ
gujલાકડાનો મોભ
hinधरन
kasشاہتیٖر
malകഴുക്കോല്‍
marतुळई
mniꯈꯥꯉꯦꯟ
nepबलो
panਸ਼ਹਤੀਰ
sanतुलाधारः
tamஉத்தரம்
urdشہتیر , دھرن
noun  ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ   Ex. ଏହି ପଲଙ୍କର ଧାରଣା ଭାରି ମଝବୁତ
HYPONYMY:
ସେରୱା
MERO STUFF OBJECT:
କାଠ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ବାହି
Wordnet:
hinपाटी
malകട്ടിലിന്റെ ചെര്‍പ്പ്
panਬਾਹੀ
tamநீளப்போக்கு சட்டம்
urdپاٹی , تختی
See : ଜ୍ଞାନ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP