Dictionaries | References

ଧାଡ଼ି

   
Script: Odia

ଧାଡ଼ି

ori.wordnet.indo | Oriya  Oriya |   | 
 noun  ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ   Ex. ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି / ଲୋକେ ଧାଡ଼ିରେ ବସି ଖାଉଛନ୍ତି
HYPONYMY:
ପଂକ୍ତି ଦନ୍ତପଂକ୍ତି ଦୀପମାଳା ଧାଡ଼ି ଭଜନାବଳୀ
ONTOLOGY:
भौतिक अवस्था (physical State)अवस्था (State)संज्ञा (Noun)
SYNONYM:
ଶ୍ରେଣୀ ଶୃଙ୍ଖଳା
Wordnet:
asmশাৰী
bdफारि
benপঙ্কতি
gujકતાર
hinपंक्ति
kanಸಾಲು
kasلٲن
kokपंगत
malവരി
marरांग
nepलाम
panਪੰਗਤ
sanपङ्क्तिः
tamவரிசை
telవరుస
urdقطار , سلسلہ , ترتیب , صف , لائن
 noun  ବହୁ ପରିବାର ରହିବାପାଇଁ ଏକ ଧାଡ଼ିରେ ଲଗାଲଗି ହୋଇ ତିଆରି କରାଯାଇଥିବା ଅନେକ ଘର   Ex. ବମ୍ବେରେ ଜାଗା କମ୍‌ କାରଣରୁ ଲୋକେ ଧାଡ଼ିରେ ରହନ୍ତି
ONTOLOGY:
समूह (Group)संज्ञा (Noun)
SYNONYM:
ଲାଇନ
Wordnet:
benচৌল
gujચાલી
kanವಠಾರ
kokचाळ
malചാള
panਚਾਲ
tamஒட்டுக்குடித்தனம்
telఅపార్ట్‍మెంట్
urdچال
 noun  ଏକସ୍ଥାନରେ ବା ମଝିରେ ଏଣେତେଣେ ହୋଇ କିଛି ଦୂର ପର୍ଯ୍ୟନ୍ତ ଯାଇଥିବା କମ ଚଉଡ଼ା ଓ ଲମ୍ବା ବସ୍ତୁ ବା ଭୂଭାଗ   Ex. ରାସ୍ତାର ଦୁଇପାର୍ଶ୍ୱରେ ଦୋକାନର ଲମ୍ବା ଧାଡ଼ି ରହିଛି
HYPONYMY:
ବିମାନ ଉଡ଼ାଣ ରାସ୍ତା
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପଟି
Wordnet:
asmশাৰী
bdगोलाव गुसेब थुख्रा
benসারি
kasپَٹٕر
kokपट्टी
malനീണ്ട നിര
urdپٹّی
 noun  ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି   Ex. ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
ONTOLOGY:
समूह (Group)संज्ञा (Noun)
SYNONYM:
ପଂକ୍ତି ଲାଇନ
Wordnet:
benলাইন
gujકતાર
malവരി
panਕਤਾਰ
sanपङ्क्तिः
telవరుస
urdلائن , قطار
   See : ପଂକ୍ତି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP