Dictionaries | References ପ ପକ୍ଷ Script: Odia Meaning Related Words Rate this meaning Thank you! 👍 ପକ୍ଷ ori.wordnet.indo | Oriya Oriya | | noun ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ Ex. ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା HOLO COMPONENT OBJECT:ମାସ HYPONYMY:କୃଷ୍ଣପକ୍ଷ ଶୁକ୍ଳ ପକ୍ଷ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପଖWordnet:bdदानखाउसे gujપક્ષ hinपक्ष kanಪಕ್ಷ kasپَچھ malപകുതി marपंधरवडा mniꯊꯥꯈꯥꯏ tamபக்ஷம் telపక్షం urdپندرہ واڑہ , پکھواڑہ , پَکھ noun ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା Ex. ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ HYPONYMY:ମୟୂରପର ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ପର ପୁଚ୍ଛWordnet:gujપિચ્છ hinपंख kasتیٖرِ kokपांख malതൂവല് marपीस sanपक्षः tamஇறக்கை telనెమలి urdپر , پنکھ , بازو noun କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ Ex. ଆପଣ କେଉଁ ପକ୍ଷରେ ଅଛନ୍ତି? ONTOLOGY:भाग (Part of) ➜ संज्ञा (Noun)Wordnet:urdجانب , طرف , بازو noun ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ Ex. ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kasپہلوٗ kokम्हण्णें urdمدعا , نقطہٴنظر , پہلو noun ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି Ex. ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ପାର୍ଟିWordnet:kanಪಕ್ಷ kasپارٹی panਪਾਰਟੀ sanवादी telపార్టీ urdپارٹی , فریق noun କୌଣସି କଥା, କାମ ଆଦିର ସମର୍ଥନ Ex. ମୁଁ ଏହି କାମକରିବାର ପକ୍ଷରେ ନୁହେଁ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:panਪੱਖ sanपक्षः urdحق noun ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ Ex. ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)Wordnet:benপক্ষকার sanपक्षकारः See : ପର, ଦଳ, ପକ୍ଷପାତ, ଶରପକ୍ଷ, ଦିଗ, ତରଫ, ଡେଣା, ଦିଗ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP