ଗହମ ବା ଧଣିଆକୁ ପେଷି ତା ସହିତ ଘିଅ ତଥା ଚିନି ମିଶାଇ ତିଆରି କରାଯାଉଥିବା ଖାଦ୍ୟ ପଦାର୍ଥ
Ex. ସତ୍ୟନାରାୟଣ ପୂଜା ପରେ ଲୋକଙ୍କ ମଧ୍ୟରେ ପଞ୍ଜୀରୀ ବଣ୍ଟାଗଲା
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benপঞ্জীরী
gujપંચાજીરી
hinपंजीरी
kanಒಂದು ಮಿಠಾಯಿ
kasپٔنٛچیٖری
kokपंजीरी
malപംജീരി
marपंजरी
panਪੰਜੀਰੀ
tamபிரசாதம்
urdپنجیری
ଦକ୍ଷିଣ ଭାରତରେ ମିଳୁଥିବା ଯେଉଁ ଗଛଟି ଔଷଧ ତିଆରି କାମରେ ଆସେ
Ex. ସର୍ଦ୍ଦିହେଲେ ପଞ୍ଜୀରୀର ପତ୍ର ଓ କାଣ୍ଡର କ୍ୱାଥ୍ ବହୁତ ଉପଯୋଗୀ ହୁଏ
ONTOLOGY:
वनस्पति (Flora) ➜ सजीव (Animate) ➜ संज्ञा (Noun)
Wordnet:
benপঞ্জীরী
gujપંજીરી
hinपंजीरी
kasپٔنجیٖری
malഇന്ദു പർണ്ണി
sanइन्द्रपुष्पा