ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
Ex. ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবিস্ফোৰণ
bdबेरफ्रुनाय
benবিস্ফোরণ
gujવિસ્ફોટ
hinविस्फोट
kanಸ್ಪೋಟ
kasدھماکہٕ
kokस्फोट
malസ്ഫോടനം
marस्फोट
panਵਿਸਫੋਟ
telవిస్పోటనం
urdدھماکہ , وسفوٹ
ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
Ex. ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲା/ବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবিস্ফোৰণ
bdधुम सोदोब
kanಸ್ಪೋಟಕ
kasٹاس
malസ്ഫോടന ശബ്ദം
nepविस्फोट
telపేలడం
urdدھماکہ , غیرمعمولی