Dictionaries | References

ରସ

   
Script: Odia

ରସ

ori.wordnet.indo | Oriya  Oriya |   | 
 noun  ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ   Ex. ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
HYPONYMY:
ବୀରରସ ଭୟାନକ ରସ ହାସ୍ୟ ରସ କରୁଣ ରସ ଅଦ୍ଭୁତ ରସ ଅନୁରସ ଶୃଙ୍ଗାର ରସ ରୌଦ୍ରରସ ବୀଭତ୍ସ ରସ ଶାନ୍ତ ରସ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
hinरस
kanರಸ
kokरस
marरस
tamரசம்
telరసాలు
 noun  ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ   Ex. ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
HOLO STUFF OBJECT:
ଗୁଡ଼
HYPONYMY:
ଫଳରସ ଅର୍କ ଫୁଲରସ ତାଡ଼ି କ୍ଷୀର ଅଙ୍ଗୁର ରସ ଆମ୍ବରସ ଆନନ୍ଦଭୈରବ ରସ ଦୋରୁଅ
ONTOLOGY:
भाग (Part of)संज्ञा (Noun)
Wordnet:
bdबिदै
hinरस
kasرَس
kokरोस
mniꯃꯍꯤ
nepरस
panਰਸ
telరసము
urdعرق , رس , شیرہ
 noun  ଫଳ ଭିତରର କୋମଳ ଅଂଶ   Ex. ସେ ପାଚିଲା ଆମ୍ବକୁ ଚିପି ତାର ରସ ବାହାର କରୁଛି
HYPONYMY:
ଶସ ତାଳସଜ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଶସ
Wordnet:
asmবাদু
bdमोदोम
gujગરભ
kokगरप
malമാംസളഭാഗം
marगर
mniꯃꯇꯣꯡ
tamபழச்சதை
telపప్పు
urdگُودَا , گِرِی
 noun  ବୃକ୍ଷରୁ ବାହାରୁଥିବା ବା ବୃକ୍ଷରେ କ୍ଷତକରି ବାହାର କରାଯାଉଥିବା ତରଳ ପଦାର୍ଥ   Ex. କେତେକ ବୃକ୍ଷର ରସ ଔଷଧରୂପେ ପ୍ରୟୋଗ କରାଯାଏ
HYPONYMY:
ମନ୍ନା ସୋମରସ ଶାଳରସ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନିର୍ଯାସ
Wordnet:
gujરસ
hinरस
kanಸಸ್ಯರಸ
sanरसः
urdعرق , رس
 noun  ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ   Ex. ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
HYPONYMY:
ବୀରଭଦ୍ରରସ
ONTOLOGY:
द्रव (Liquid)रूप (Form)संज्ञा (Noun)
Wordnet:
tamரஸ் ( சாறு )
telరసం
urdرس
 noun  କୌଣସି ପଦାର୍ଥର ସାର ବା ତତ୍ତ୍ୱ   Ex. ରସ ବିଭିନ୍ନ ପ୍ରକାରର ହୋଇଥାଏ
HYPONYMY:
ଅନ୍ନରସ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
malസ്വാദ്
sanरसः
telరసం
 noun  ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ   Ex. ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ
HYPONYMY:
ହର୍ମୋନ ଥାଇମିନ
ONTOLOGY:
शारीरिक वस्तु (Anatomical)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ସ୍ରାବ
Wordnet:
kanದ್ರವ
kasرَس , رطوٗبَت
malഎന്സൈം
mniꯊꯥꯗꯣꯛꯂꯛꯄ꯭ꯃꯍꯤ
sanस्त्रावः
tamஉமிழ் நீர்
telశ్రావము
urdعرق , رقیق مادہ , رس
   See : ଆନନ୍ଦ, କ୍ଷୀର, ସରବତ, କ୍ୱାଥ୍‌

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP