Dictionaries | References

ରିଲ

   
Script: Odia

ରିଲ     

ori.wordnet.indo | Oriya  Oriya
noun  ଛାୟାଚିତ୍ର ଯୁକ୍ତ ଝିଲ୍ଲି ରୂପୀ ପତଳା ପ୍ଲାଷ୍ଟିକ ଫିତାର ଏକ ପ୍ରକାର ଗୋଲ ବିଡ଼ା ଯାହାକୁ ପ୍ରୋଜେକ୍ଟର ଦ୍ୱାରା ସିନେମା କରି ଦେଖାଇ ଦିଆଯାଏ   Ex. ଏହି ଚଳଚ୍ଚିତ୍ର ପନ୍ଦର ରିଲ ବିଶିଷ୍ଟ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
hinरील
malറീൽ
panਰੀਲ
noun  କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ   Ex. ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
HYPONYMY:
ରିଲ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
noun  ଯେଉଁ ରିଲ ଉପରେ ସୂତା ଆଦି ଲାଖି ଥାଏ   Ex. ଏହି ଡବାରେ ବାରଟି ରଙ୍ଗର ସୂତା ରିଲ ଅଛି
HYPONYMY:
ରିଲ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
marरीळ
urdرِیل
noun  ଫଟୋକ୍ୟାମେରାରେ ଭରାଯାଇଥିବା ଗୋଟିଏ ବସ୍ତୁ ଯାହାଉପରେ ଉଠାଯାଇଥିବା ଚିତ୍ର ସ୍ଥାପିତ ହୋଇଯାଇଥାଏ   Ex. ମୋତେ ନିଜ କ୍ୟାମେରାରେ ରିଲ ଭରିବାକୁ ପଡ଼ିବ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
benরিল
malറീല്
marरोल
tamபுகைப்படச்சுருள்
urdریل , رول

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP